ସୁପ୍ରିମ୍‌ କୋର୍ଟ ଗଲେ ଚନ୍ଦ୍ରବାବୁ


ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲା ଏତଲା ଖାରଜ ଦାବିରେ ସୁପ୍ରିମ କୋର୍ଟ ଗଲେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାଲି ଚନ୍ଦ୍ରବାବୁଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ଚନ୍ଦ୍ରବାବୁ।


error: Content is protected !!