ନିଆଳି ଚିତ୍ତରଞ୍ଜନ ସେବା ସଦନ ପରିସରରେ ସ୍ବଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ


ନିଆଳି: ଭାରତ ସରକାରଙ୍କ ଆହ୍ଵାନ କ୍ରମେ କଟକ ଜିଲ୍ଲା ନିଆଳିରେ ଥିବା ଚିତ ରଞ୍ଜନ ସେବା ସଦନ ପରିସରରେ ସ୍ବଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଚିତ୍ତରଞ୍ଜନ ସେବା ସଦନ ର କର୍ମଚାରୀ ମାନେ ଅନଲାଇନ୍ ସ୍ୱଚ୍ଛତା ଶପଥ ନେବା ସହ ଚିତ୍ତରଞ୍ଜନ ସେବା ସଦନର ପାରିପାର୍ଶ୍ବିକ ପରିବେଶକୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଉପସ୍ଥିତ ରହି କର୍ମଚାରୀ ମାନଙ୍କୁ ଏପରି ଏକ ମହତ କାର୍ଯ୍ୟ କରୁଥିବାରୁ ଶେଷରେ ଧନ୍ୟବାଦ୍ ଜଣାଇଥିଲେ ।


error: Content is protected !!