ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି


ନୂଆଦିଲ୍ଲୀ,୪।୧୦: ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ତ୍ରକ୍ଷା ବନ୍ଧନ ଏବଂ ଓନମ ଅବସରରେ ଏଲପିଜି ୨୦୦ ଟଙ୍କାକୁ ହ୍ରାସ ଘୋଷଣା କରାଯାଇଥିଲା। ଆଜି ଉଜ୍ଜ୍ୱଳାର ହିତାଧିକାରୀଙ୍କ ପରିମାଣ ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ବର୍ତ୍ତମାନ ୬୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇବେ।


error: Content is protected !!