ମହାକବି କାଳିଦାସଙ୍କର ସାଧନା ପୀଠ


ଏହା ଭାରତର ପ୍ରାଚୀନ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ l ସମ୍ରାଟ ବିକ୍ରମାଦିତ୍ୟ ଙ୍କ ରାଜତ୍ୱ କାଳରୁ ଏହା ସର୍ବ ଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲା l ମହାକବି କାଳିଦାସ ଙ୍କର ଏହା ସାଧନା ପୀଠ, ସେ ଏହିଠାରେ ମାଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ l ମାତା ଗଡ଼ କାଳିକା ରକ୍ତ ବର୍ଣ୍ଣl l ସେ ସରସ୍ବତୀ ରୂପେ ଶ୍ୱେତ ବର୍ଣ୍ଣl ଓ ମା ମହାଲକ୍ଷ୍ମୀ ରୂପେ ପୀତ ବର୍ଣ୍ଣl lନବରାତ୍ରି ସମେତ ଦଶହରା, ଦୁର୍ଗାଷ୍ଟମୀ, କାଳୀପୂଜା, ସରସ୍ବତୀ ପୂଜା, ମାର୍ଗଶିର ଲକ୍ଷ୍ମୀ ପୂଜା ପ୍ରଭୃତି ଏଠାରେ ପାଳିତ ହୁଏ l


error: Content is protected !!