ଏହି ଆଡଭର୍ଟାଇଜିଂ ଟି ଗତ କାଲିର ସମ୍ବାଦରେ ପ୍ରକାଶିତ ହୋଇ ସାରିଛି


ରାଜ୍ଯ ର ସମସ୍ତ ବୁଦ୍ଧିଜୀବୀ ମାନେ ଥରେ ଚିନ୍ତା କରନ୍ତୁ କି ଗତ କିଛିଦିନ ହେବ ସୌମ୍ଯ ରଂଜନ ପଟ୍ଟନାୟକ ଓ 5T ସଚିବଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲୁ ରହିଥିଲା ତାହା ବୋଧେ ଅବସାନ ଘଟିଛି? କାରଣ ଆପଣ ମାନେ ଥରେ ଚିନ୍ତା କରନ୍ତୁ ଯେଉଁ ସମ୍ବାଦ ଖବରକାଗଜ କୁ BJD ଦଳୀୟ ଆଡଭର୍ଟାଇଜିଂ ଗତ କିଛିଦିନ ହେବ ଦିଆ ଯାଉ ନ ଥିଲା।ଏବେ ହଠାତ୍ କଣ ହେଲା ଯେ ରାତାରାତି ଏତେ ବଡ଼ ଦଳୀୟ ଆଡଭର୍ଟାଇଜିଂ ମିଳିଗଲା? ମୋ ମତରେ ବୋଧେ ସୌମ୍ଯ ବାବୁ ଙ୍କ ସହିତ 5T ସଚିବଙ୍କ ମଧ୍ୟରେ ବଡ଼ ଡିଲ୍ ହୋଇ ଯାଇଛି? ଉପସ୍ଥାପନ ଆମର ବିଚାର ଆପଣ ମାନଙ୍କ ଭଳି ସାଧାରଣ ପାଠକ ମାନଙ୍କର।


error: Content is protected !!