ଗଣ୍ଡିବେଡ ଠାରେ ବିଜେପି ପକ୍ଷରୁ ନୂତନ ଅଫିସ୍ ଉଦଘାଟନ


ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଗଣ୍ଡିବେଡ ଠାରେ ବିଜେପି ପକ୍ଷରୁ ନୂତନ ଅଫିସ୍ ଆଜି ରାତ୍ର ୭ଘଣ୍ଟିକା ସମୟରେ ଉଦଘାଟନ ହୋଇଥିବା ଦେଖିବାକୁ ମିଳିଛି।ଏଇ ନୂତନ ଅଫିସ୍ ଯୋଗ ଦେଇଥିଲେ ଶ୍ୟାମସୁନ୍ଦର ପୁର ଠାକୁର ଭାଇ,ମଣ୍ଡଳ ସଭାପତି ମହେଶ୍ୱର ନାଥ, ଜିଲ୍ଲା ପରିଷଦ ରାଜେଶ ମହାକୁଡ଼, ଚେୟାର ମେନ୍ ଅଧ୍ୟକ୍ଷା ଅଭିଲିସା ସାହୁ, ଯୁବନେତା ନୀଳ ମାଧବ ପଣ୍ଡା ଏବଂ ସମସ୍ତ ପଞ୍ଚାୟତ ପ୍ରମୁଖ ପ୍ରଭାରୀ ସରପଞ୍ଚ ସମିତି ଓ ବିଜେପିର ଯୁବମୋର୍ଚ୍ଚା ପ୍ରାର୍ଥୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।


error: Content is protected !!