ଶ୍ରୀ ଗଣେଶ ଟେରାକୋଟା ଉତ୍ପାଦକ ଗୋଷ୍ଠୀ ନୂତନ ଚା କପ ମେସିନ ଶୁଭ ଉଦଘାଟନ


ବାଲେଶ୍ୱର:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସମ୍ପତ୍ତିଆ ଗ୍ରାମରେ ରହିଥିବା ଶ୍ରୀ ଗଣେଶ ଟେରାକୋଟା ଉତ୍ପାଦକ ଗୋଷ୍ଠୀରେ ମାଟିରେ ଚା,କପ ନିର୍ମାଣ ନିମନ୍ତେ ଏକ ନୂତନ ମେସିନ ଶୁଭ ଉଦଘାଟନ mbk କନକଲତା ଦଳେଇଙ୍କ ଦ୍ୱାରା କରାଯାଇଛି।ଏବଂ ଏହି ଗୋଷ୍ଠୀରେ ବର୍ତମାନ ସୁଦ୍ଧା 40ରୁ 50ଜଣ ମହିଳା ମାଟିରେ ସୁନ୍ଦର ସୁନ୍ଦର କାରୁ କାର୍ଯ୍ୟ କରି।ରାଜ୍ୟ ତଥା ରାଜ୍ୟ ବାହାରେ ଓ ଉକ୍ତ ଅଂଚଳରେ ବିକ୍ରୟ କରି ସ୍ୱାଭଲମ୍ବୀ ହେଉଛନ୍ତି।ସେମାନଙ୍କର ତଥ୍ୟ ଅନୁଯାଇ ମାସିକ ପାଞ୍ଚ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।ତେଣୁ ମାଷ୍ଟର ଟେନର ରମେଶ ଚନ୍ଦ୍ର ମୁଦୁଲି ଉପସ୍ଥିତ ରହି ଚା କପ ମେସିନି ମାଧ୍ୟମରେ କିପରି ଚା କପ ତିଆରି କରିବେ।ସେନେଇ ଟ୍ରେନିଙ୍ଗ ଦେଇଥିଲେ।


error: Content is protected !!