ନୀଳଗିରି ବିଜେଡି ବିଧାୟକ ଟିକେଟ ପାଇଁ ସନ୍ତୋଷ ହକଦାର


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲାର ଏବେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡି ମୁଖ୍ୟ ତଥା ଏବେ ବାଲେଶ୍ୱର ଜିଲ୍ଲାର ବିଜେଡି ସିନିୟର ସଭାପତି ସନ୍ତୋଷ ଖଟୁଆଙ୍କର ଲୋକପ୍ରିୟତା ନୀଳଗିରି ନିର୍ବାଚନ ମଣ୍ଡଳୀର ଦିନକୁ ଦିନ ବଢ଼ିବାରେ ଲାଗିଛି।ସେ ଗତ ବିଧାୟକ ନିର୍ବାଚନରେ ମାତ୍ର ସଳ୍ପ ଭୋଟ ଵେବଧାନରେ ବିଜେପି ଠୁଁ ହାରି ସାରିବା ପରେ ନିଜର ନିର୍ମଳ ଭାବ ମୂର୍ତ୍ତି ନିସ୍ଵାର୍ଥ ପର ସେବା ପରୋ ଉପକାରୀ ମନବୃତି ଓ ସଦା ସର୍ବଦା ନୀଳଗିରି ବାସୀଙ୍କର ସୁଖ ଦୁଃଖରେ ସାଥି ହୋଇ।ବିପଦରେ ସହଯୋଗ କରି ଆସୁଥିବା ଶହ ଦଳୀୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣ ଯୋଗଦାନ ଓ କର୍ମୀ ମାନଂକୁ ଶୃଙ୍ଖଳିତ କରିବାରେ ରାଜ୍ୟ ରାଜନୀତିରେ ତାଙ୍କ ନାଁରେ ଚର୍ଚ୍ଚାରେ ବିଷୟ ପାଲିଟିଛି।ତାଙ୍କର ନିର୍ମଳ ଭାବ ମୃତ୍ତି ପାଇଁ ଏବେ ବିଭିନ୍ନ ଦଳରୁ ପ୍ରତିଦିନ ଶହ ଶହ ପୁରୁଖା ନେତା ବିଜେଡିରେ ସାମିଲୀ ହେଉଛନ୍ତି।ପୁଣି ରାଜ୍ୟରେ ବିଜେଡି ବାୟ ଇଲେକ୍ସନରେ ଷ୍ଟାର ପ୍ରଚାରକ ପାଇଁ ଦଳର ସୁପ୍ରିମଙ୍କ ଦ୍ୱାରା ତାଙ୍କୁ ଡାକରା ପଡେ।ପଂଚାୟତ ଇଲେକ୍ସନ, ଏନ ଏ ସି ଇଲେକ୍ସନ,ସୋସାଇଟି ଇଲେକ୍ସନରେ ତାଙ୍କର ଦୃଢ଼ ମନ ବୃତ୍ତି ପାଇଁ ତାଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କର ଏକତା ଯୋଗୁଁ ଏକତରଫା ବାଜୀମାତକରି ବିରୋଧୀଙ୍କୁ ଧୂଳି ଚଟାଇ ଦେଇ ପ୍ରଥମଥର ପାଇଁ ଦେଖାଇ ଦେଇଥିଲେ ତାଙ୍କର ଜ୍ୱଲୋବା।ଏବେ ନୀଳଗିରି ବାସୀଙ୍କ ମନରେ ସେ ଜଣେ ରାଜନୀତିଜ୍ଞ ନୁହଁନ୍ତି।ସେମାନଙ୍କର ସୁଖ ଦୁଃଖରେ ମଉଡମଣୀ ସାଜିଛନ୍ତି।ତାଙ୍କର ନିଷ୍ଠାପର କଠିନ ପରିଶ୍ରମ ପାଇଁ ସେ ରାଜନୀତି କ୍ଷେତ୍ରରେ ଉଚ୍ଚକୁ ଯାଇ ପାରିଛନ୍ତି।ତେଣୁ ନୀଳଗିରିର ତାଙ୍କର ଲୋକ ପ୍ରିୟତା ସହି ପାରୁନଥିବା।କିଛି ଦଳଦ୍ରହୀ ଦଳରେ ରହି ବିରୋଧୀଙ୍କର କୁଚକ୍ରାନ୍ତରେ ପାର୍ଶ୍ୱବର୍ତ୍ତୀ ହୋଇ।ଦଳ ବିରୋଧୀ କାମ କରିବାକୁ ଉଦ୍ୟମରେ ନାଁ ସଫଲ ହୋଇଛନ୍ତି।କଥାରେ ଅଛି ଘରେ କେହି ନୁହଁନ୍ତି।ପିଣ୍ଡା କାଉ ବସାଇବାକୁ ଦେଉ ନାହିଁ।କେବେ ନାହିଁ ଗହ୍ମା ପୁର୍ଣିମା ମାଇଁ ଯାହାକୁ ନୀଳଗିରି ବାସି ଜାଣି ନାହାଂତି ତା ନାଁ ଉଠେଇ ବିରୋଧୀ କୁ ଚକ୍ରାନ୍ତ କରିବାରେ ବେସ୍ତ।ତେଣୁ ନୀଳଗିରି ବାସୀଙ୍କ ଦୃଢ଼ ମନସ୍ତ ନୀଳଗିରି ବିଜେଡି ବିଧାୟକ ଟିକେଟର ଏକ ମାତ୍ର ହକଦାର ସନ୍ତୋଷ ଖଟୁଆ ବାକି ସବୁ ଅନ୍ୟ ମାନଙ୍କ ନାଁ ଲୋକଙ୍କୁ ବିଭ୍ରାଟ କରିବାରେ ଏହା ବିରୋଧୀଙ୍କରକୁ ଚକ୍ରାନ୍ତ ବୋଲି ସାଧାରଣ କୁହାଯାଇଛି।


error: Content is protected !!