୧୨ ବର୍ଷର ନାବାଳିକା ଶିଶୁକନ୍ୟା ସରସ୍ବତୀ ହାଁସଦାଙ୍କ ହତ୍ୟା


ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଭାଲୁହୁରୁଡ଼ା ଗ୍ରାମର ୧୨ ବର୍ଷର ନାବାଳିକା ଶିଶୁକନ୍ୟା ସରସ୍ବତୀ ହାଁସଦାଙ୍କ ହତ୍ୟା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ନାବାଳିକା ଶିଶୁକନ୍ୟା ସରସ୍ବତୀ ହାଁସଦାର ପରିବାରକୁ ୫୦,୦୦୦,୦୦ ପଚାଶ ଲକ୍ଷ ଟଙ୍କା ଆର୍ଥିକ କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୧୭୦୬୩/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଏସପି ମୟୁରଭଞ୍ଜ, ଡିଜି ପୋଲିସ ଓଡିଶା ଏବଂ ଗୃହ ବିଭାଗ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!