ଇସ୍ରାଏଲ ଦୂତବାସର ସୁରକ୍ଷା ବଢ଼ାଇଲା ଭାରତ


• ଇସ୍ରାଏଲ ଦୂତବାସର ସୁରକ୍ଷା ବଢ଼ାଇଲା ଭାରତ।ଆଜି ନୂଆଦିଲ୍ଲୀ ଠାରେ ଭାରତ ସରକାର ଇସ୍ରାଏଲର ଦୂତବାସକୁ ଚାରିଆଡୁ ଘେରବନ୍ଦୀ କରି କଡା ସୁରକ୍ଷା ଦେଲେ।ବିଶେଷ କରି ଉତ୍ତରପ୍ରଦେଶ, ଜାମୁ କାଶ୍ମୀରରେ ଇସ୍ରାଏଲ ବିରୁଦ୍ଧରେ ରାଲି ବଢ଼ୁଥିବାରୁ ଦୂତବାସର ସୁରକ୍ଷା ଜରୁରୀ।


error: Content is protected !!