ଆଦିବାସୀ ଗାଁରେ ଜନ ସମ୍ପର୍କ ପଦଯାତ୍ରା


ଆଜି ତା-୧୫.୧୦.୨୦୨୩ରୀଖ ସକାଳ ୭ ଟା ସମୟରେ ଉତ୍ତର ବିଧାନସଭା ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ଗଙ୍ଗାଧର ମୁଦୁଲୀ ଙ୍କ ତତ୍ବାବଧାନରେ ନୟାପଲ୍ଲୀ ଜୋନ୍ ର ଆଦିବାସୀ ଗାଁ ରେ ଜନ ସମ୍ପର୍କ ପଦଯାତ୍ରା ହୋଇ ଯାଇଛି ,ଏହି ଜନ ସମ୍ପର୍କ ପଦଯାତ୍ରାରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାନସଭାର ପ୍ରଭାରୀ ଶ୍ରୀଯୁକ୍ତ ସୋମନାଥ ରାଉତ ଯୋଗଦେଇ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନାର ପତ୍ରିକା ବଣ୍ଟନ କରିବା ସହିତ ଗୋଟିଏ ସୁଯୋଗ ଝାଡୁ ଚିହ୍ନ କୁ ଦେବା ପାଇଁ ଜନସାଧାରଣମାନଙ୍କୁ ଅନୁରୋଧ କରିଥିଲେ ,ଏହି ପଦଯାତ୍ରା ରେ ଉତ୍ତର ବିଧାନସଭା ଏବଂ ନୟାପଲ୍ଲୀ ଜୋନ୍ ର ସାଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I


error: Content is protected !!