ଆମ ଓଡ଼ିଶା, ନବୀନ ଓଡ଼ିଶା


ଓଡ଼ିଶାର ସର୍ବାଗିନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ପ୍ରଚେଷ୍ଟାରତ ଏହାକୁ ତୋରାନିତ କରିବା ପାଇଁ ଆରମ୍ଭ କରିଛନ୍ତି “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ପ୍ରତି ଗ୍ରାମପଞ୍ଚାୟତରେ ୫୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ସମଗ୍ର ଓଡ଼ିଶାରେ ୯୦ ହଜାର ପ୍ରକଳ୍ପ ପାଇଁ ୩ ହଜାର ୪୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଆସନ୍ତା କାଲି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ବ୍ଲକ ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।ଆସନ୍ତୁ ଆମେ ଏହି ବିକାଶ ଧାରାରେ ସାମିଲ ହେବା କହିବା “ଆମ ଓଡ଼ିଶା ନବୀନ ଓଡ଼ିଶା”।


error: Content is protected !!