ସ୍କନ୍ଦମାତା


ନବରାତ୍ରି ର ପଞ୍ଚମ ଦିବସରେ ମା ସ୍କନ୍ଦମାତା ଙ୍କର ପୂଜା ହୋଇଥାଏ lସ୍କନ୍ଦମାତା ହେଉଛନ୍ତି ତ୍ରିନୟନା, ଚତୁର୍ଭୁଜା, ସିଂହବାହିନୀ l ସେ ସନ୍ତାନବତ୍ସଳା l ଚାରି ହାତରେ ଆଶୀର୍ବାଦ ମୁଦ୍ରା ପ୍ରଦର୍ଶନ କରୁଛନ୍ତି lମା ଭକ୍ତ ମାନଙ୍କୁ ଧନ ଧାନ୍ୟ ଗୋପ ଲକ୍ଷ୍ମୀ ସହିତ କର୍ମଜଞ୍ଜାଳପୂର୍ଣ୍ଣ ସଂସାରରୁ ମୋକ୍ଷ ପ୍ରଦାନ କରିଥାନ୍ତି l ସକଳ ଐଶ୍ୱର୍ଯ୍ୟ ପ୍ରଦାନକାରିଣୀ ମା’ ଭକ୍ତ ମାନଙ୍କର ଇହ ଓ ପରକାଳ ର ଉପାସ୍ୟ ଦେବୀ lଜୟ ମା’ ଶ୍ରୀ ଶ୍ରୀ ସ୍କନ୍ଦମାତା lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏🔱🕉️🔱🙏


error: Content is protected !!