ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର


• ନୀଳଗିରି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୨ ଗୁରୁତର।

• ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ।

• ୨ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି।

• ଘର ଭିତରେ ଗ୍ରୋସରୀ ଦୋକାନ ଥିଲା, ସବୁ ପୋଡ଼ି ପାଉଁଶ।

• ଜଳି ଯାଇଥିବା ଘର ଭିତରେ ବାଣ ମଧ୍ୟ ରହିଥିବା ସୂଚନା।


error: Content is protected !!