ମା ସିଂହ ଶାରଦାଙ୍କ ମହିଷମର୍ଦ୍ଦିନୀ ବେଶ


ସିଂହସ୍ୟୋ ପରିଦତ୍ତ ଦକ୍ଷ ଚରଣା।ବିଭ୍ରାଜଙ୍ଗ ମାନା ଶୁଭ୍ରା।ବୀଣା ପୁସ୍ତକ ଖଡ୍ଗ ଶୂଳ ଦଧତୀ।ଦକ୍ଷେ କରାମ୍ବୋ ରୁହୈ।ଘଣ୍ଟା କାର୍ମୁକ ପଟ୍ଟିସାସୁର କଚାନ୍।ବାମ କରେ ବିଭ୍ରନ୍ତି।ବିନ୍ଧତି ମହିଷ ନମାମି ବରଦା।ବାଗଦେବତା ଶାରଦାମ୍।ପବିତ୍ର ଷଷ୍ଠୀ ସନ୍ଧ୍ୟାରେ ମା ସିଂହ ଶାରଦାଙ୍କ ମହିଷମର୍ଦ୍ଦିନୀ ବେଶ🙏🏻ଜୟ ମା ଶାରଳା ଠାକୁରାଣୀ।


error: Content is protected !!