ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟ ପ୍ରଣାଳୀ


ଖାଦ୍ୟ ନିଗମର କାର୍ଯ୍ୟ ପ୍ରଣାଳୀ।ସରକାରଙ୍କ ଦ୍ୱାରା କୃଷକ ଠାରୁ ଉଚିତ ମୂଲ୍ୟରେ ଖାଦ୍ୟ ଶସ୍ୟ ସଂଗ୍ରହ କରାଯାଇ।ତାହାକୁ ସଠିକ ଭାବରେ ସରଂକ୍ଷଣ କରି।ସାଧାରଣ ଜନତାଙ୍କୁ ବିତରଣ କରାଯାଇଥାଏ।ଏହି ଖାଦ୍ୟ ଶସ୍ୟରେ ରହିଥାଏ ପୋଷକ ତତ୍ତ୍ୱ।ଦେଶର ସାଧାରଣ ଜନତା ଏହାକୁ ଉଚିତ ମୂଲ୍ୟରେ ପାଇଥାନ୍ତି।ଏହି କାର୍ଯ୍ୟ କରିଥାଏ ଭାରତୀୟ ଖାଦ୍ୟ ନିଗମ ତେବେ କିପରି ହୋଇଥାଏ ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟଶୈଳୀ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା।


error: Content is protected !!