ହତ୍ୟାକାରୀକୁ ଗିରଫ କର


କେନ୍ଦୁଝର ସୋସୋ ଥାନା ଦନେଇପୁର ଗାଁ ହତ୍ୟା ମାମଲା ହତ୍ୟାକାରୀକୁ ଗିରଫ ଦାବିରେ ଶବକୁ ଧରି ରାସ୍ତାରୋକ ସୋସୋ ଡାକ୍ତରଖାନା ଛକରେ ନିଉଦାନୀ ଗାଁ ଲୋକଙ୍କ ରାସ୍ତାରୋକ।


error: Content is protected !!