ନବୀନଙ୍କୁ ଭେଟିଲେ ଓଭିଇପି ଛାତ୍ରଛାତ୍ରୀ


ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଭିଇପି ଛାତ୍ରଛାତ୍ରୀ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ-ଓଭିଇପି ଆଇଓସି ଅଧିବେଶନ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଲେ ଛାତ୍ରଛାତ୍ରୀ;ଓଭିଇପିରେ ସାମିଲ ହେଲେଣି ୨୫୦ ସ୍କୁଲର ଦେଢ଼ଲକ୍ଷ ଛାତ୍ରଛାତ୍ରୀ।


error: Content is protected !!