ରଘୁନାଥ ପେବର୍ ବ୍ଲକ ଇଟା ଫେକ୍ଟ୍ରିକୁ ଉଦଘାଟନ


ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅନ୍ତରପଡ଼ା ଗ୍ରାମ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ରଘୁନାଥ ପେବର୍ ବ୍ଲକ ଇଟା ଫେକ୍ଟ୍ରିକୁ ଉଦଘାଟନ କରିବା ସହ ମା’ ଶାଙ୍କୁଳେଇଙ୍କ ଦର୍ଶନ ଲାଭ କରିଛନ୍ତି ଏବଂ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।


error: Content is protected !!