ପଶ୍ଚିମବଙ୍ଗରେ ଦୁର୍ଘଟଣା ୨ ଓଡ଼ିଆ ମୃତ


• ଜଳେଶ୍ୱର: ଭଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତ।

• ସୀମାବର୍ତ୍ତୀ ନାରାୟଣଗଡ଼ ନିକଟରେ ଟ୍ରକ୍ ସହ କାର୍‌ ଧକ୍କା।

• ଦୁର୍ଘଟଣାରେ କାର୍‌ରେ ଥିବା ୨ ଜଣ ମୃତ, ୫ ଗୁରୁତର।

• ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା; ମେଦିନାପୁର ମେଡିକାଲରେ ଭର୍ତ୍ତି।


error: Content is protected !!