ବାଲେଶ୍ବର ମେଡିକାଲ କଲେଜରେ ଧରାପଡ଼ିଲେ ନକଲି ଡାକ୍ତର


• ନକଲି ଡାକ୍ତରଙ୍କୁ ଅଟକ ରଖିଲା ଟାଉନ୍ ଥାନା ପୁଲିସ।

• ମେଡିସିନ୍ ୱାର୍ଡରେ ରୋଗୀ ଦେଖୁଥିବା ବେଳେ ସନ୍ଦେହ ହେଲା।

• ହସ୍ପିଟାଲ ଷ୍ଟାଫ୍‌ଙ୍କ ସନ୍ଦେହ ପରେ ସିକ୍ୟୁରିଟି ଗାର୍ଡଙ୍କ ସହ ଯୁକ୍ତିତର୍କ।

• ଘଟଣାସ୍ଥଳରେ ପହଞ୍ଚି ନକଲି ଡାକ୍ତରଙ୍କୁ ଅଟକ ରଖିଲା ପୁଲିସ।


error: Content is protected !!