ଆଜି ନବରାତ୍ରି ପୂଜାର ନବମ ତଥା ଅନ୍ତିମ ଦିବସ


ଆଜି ନବରାତ୍ରି ପୂଜା ର ନବମ ତଥା ଅନ୍ତିମ ଦିବସ l ଆଜି ମା ସିଦ୍ଧିଦାତ୍ରୀ ଙ୍କର ଉପାସନା କରାଯାଏ lମା ସିଦ୍ଧିଦାତ୍ରୀ ଅଷ୍ଟ ସିଦ୍ଧି ଦେଇଥାନ୍ତି l ସେହି ଆଠ ଗୋଟି ସିଦ୍ଧି ହେଲା ଅଣିମା, ଲଘିମା, ମହିମା, ଗରିମା, ପ୍ରାପ୍ତି, ପ୍ରାକମ୍ବ୍ୟ, ଇଶିତ୍ୱ ଓ ବଶିତ୍ୱ llମା ସିଦ୍ଧିଦାତ୍ରୀ ଭକ୍ତ ଓ ଉପାସକ ମାନଙ୍କର ସମସ୍ତ ଇପ୍ସିତ ଓ ମନୋବାଂଛିତ ଅଭୀଷ୍ଟ ପୂରଣ କରିଥାନ୍ତି lମା ସିଦ୍ଧିଦାତ୍ରୀ ଙ୍କର ଦୁଇଟି ମୁଖ୍ୟ ମନ୍ଦିର ହିମାଚଳ ପ୍ରଦେଶ ର କlଙ୍ଗ୍ରlମଧ୍ୟ ପ୍ରଦେଶ ର ଉଜ୍ଜୟିନୀ ଠାରେ ଅବସ୍ଥିତ lଜୟ ମା ସିଦ୍ଧି ଦାତ୍ରୀ lଜୟ ଶ୍ରୀ ଜଗନ୍ନାଥ lଓମ ନମୋ ଭଗବତେ ବାସୁଦେବାୟ । ଜୟ ମା ଦୂର୍ଗା।


error: Content is protected !!