ସନ୍ତରାଗଡିଆରେ ଦୁର୍ଗାପୂଜା ଜନ ସମାଗମ


ନୀଳଗିରି:(ବିମଳ କୁମାର ଦଳେଇ):- ବହୁ ଚର୍ଚିତ ଦୁର୍ଗାପୂଜା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ।ଶ୍ୟାମସୁନ୍ଦର ପୁର ପଂଚାୟତ ସ୍ଥିତ ସନ୍ତରା ଗଡିଆ ବଜାର ଓ କୁଳିଗଡି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି।ଏହା ଦ୍ୱାରା ଅଂଚଳରେ ଭାଇ ଚାରା ଶହ ବହୁ ଆଡମ୍ବରରେ ପୂଜା ଅର୍ଚନା କରି।ଭକ୍ତମାନେ ନିଜର ମନସ୍କାମନା ପୂରଣ କରିଥାନ୍ତି।ଚଳିତ ବର୍ଷ ସନ୍ତରା ଗଡିଆ ଠାରେ ମା ଦୁର୍ଗାପୂଜା ଧୂମ ଧାମ ଶହ ମାଙ୍କର ଦର୍ଶନ ପାଇଁ ବହୁ ଦୂର ଦୁରାନ୍ତର ଭକ୍ତଙ୍କର ସମାଗମ ଦେଖିବାକୁ ମିଳୁଛି।


error: Content is protected !!