ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି


ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି “ତାଙ୍କର ଦେଖି ଏହାଙ୍କର ଡିଏଁ ବାମ ଆଖି” ଇଏ ବାଉଁଆ South Paw ହୋଇଥିବାରୁ ଓ “ଏହାଙ୍କର ଦେଖି ତାଙ୍କର ଡିଏଁ ଡାହାଣ ଆଖି”ଉପରେଥିବା ଲେଖାଟି “ତାଙ୍କର ଦେଖି ଆଙ୍କର ଡେଇଁଲା ଡାହାଣ ଆଖି “ଭଳି ଓଡିଆ ଲୋକକଥାଟିଏର ଏକ ପରିମାର୍ଜିତ ସଂସ୍କରଣ

(କ)ପ୍ରଥମେ”ତାଙ୍କର ଦେଖି” ଉପରେ ଦୁଇଟି ଉଦାହରଣ:-ଯେହେତୁ ସେ ବଡ ପାହ୍ୟାରେ।

1.ତାଙ୍କର ‘G.20 ଚିହ୍ନରେ ପଦ୍ମ’ତ ଏହାଙ୍କର” ‘ଆମ ଓଡିଶା ନବୀନ ଓଡିଶା”ରେ’ଶଙ୍ଖ’।

2.ତାଙ୍କର” IAS ଛାଡି ଅଶ୍ୱିନୀ କେନ୍ଦ୍ରମନ୍ତ୍ରୀ” ତ ଏହାଙ୍କର “ପାଣ୍ଡିଆନ ବି IAS ଛାଡି ରାଜ୍ୟ କ୍ୟାବିନେଟ ପାହ୍ୟାରେ”।

(ଖ)ଏବେ “ଏହାଙ୍କର ଦେଖି”ଉପରେ ଗୋଟିଏ ଉଦାହରଣ:- ଯେହେତୁ ଇଏ ଅପେକ୍ଷାକୃତ ସାନ ପାହ୍ୟାର।

1.ଏହାଙ୍କର ପ୍ରଚାରପାଇଁ “5T ରଥଯାତ୍ରା”ତ ତାଙ୍କର ପ୍ରଚାରପାଇଁ “ବିକାଶ ରଥଯାତ୍ରା”।ଉଭୟରେ ବଡ ବଡ ହାକିମ ରଥାଋଢ।ଉଭୟଙ୍କର ଆଉ କିଛି କିଛି ଥାଇପାରେ ୪.୫୦କୋଟି ଓଡିଆଙ୍କ ସହିତ ୧୪୦କୋଟି ଭାରତୀୟ ତାଙ୍କୁ ହୃଦୟର ଗୋଟାଏ କଡରେ ଥାପିଛନ୍ତିତ ୪.୫ କୋଟି ଓଡିଆ ତାଙ୍କୁ ହୃଦୟର ଡାହାଣକଡେ ଥାପି,ଏହାଙ୍କୁ ହୃଦୟର ବାମକଡେ ଥାପିଛନ୍ତି।ଯେହେତୁ ଇଏ ବାଉଆଁ।(SOUTHPAW)ତାଙ୍କର”ଜୟ ଶ୍ରୀରାମ” ତ ଏହାଙ୍କର “ଜୟ ଜଗନ୍ନାଥ “ଆଉ ଆମର ” ଉଭୟ”।


error: Content is protected !!