ରାବଣ ପୋଡ଼ି ପାଇଁ ୬ଟି ସ୍ଥାନକୁ ଅନୁମତି


• ରାଜଧାନୀରେ ୬ଟି ସ୍ଥାନରେ ରାବଣ ପୋଡ଼ି ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି।

• ଝାରପଡ଼ା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ଅନୁମତି।

• ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ରାବଣ ପୋଡ଼ି ପାଇଁ ନାହିଁ ଅନୁମତି।

• ସୂଚନା ଦେଲେ ଡେପୁଟି ଫାୟାର ଅଫିସର ଅବନୀ ସ୍ବାଇଁ।


error: Content is protected !!