ସ୍ୱାମୀଙ୍କୁ ପିଟି ମହିଳା ଜଣଙ୍କୁ କାଜୁ ଜଙ୍ଗଲକୁ ଟେକି ନେଇଥିଲେ


• କାଜୁ ଜଙ୍ଗଲରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ।

• ମୋବାଇଲ ଓ ଟଙ୍କା ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ।

• ଏତଲା ପରେ ୨ ଜଣଙ୍କୁ ଅଟକ ରଖାଯାଇଥିବା କହିଲେ ଏସ୍‌ପି।

• ଆଉ ୩ ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି କହିଲେ ଏସ୍‌ପି।


error: Content is protected !!