ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା


• 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ନିଯୁକ୍ତି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା।

• ପାଣ୍ଡିଆନ BJDକୁ ଆସିବେ କି ନାହିଁ CM ନିଷ୍ପତ୍ତି ନେବେ।

• ଗଞ୍ଜାମରେ ଭଲ କାମ କରିଥିବାରୁ ସେଠି ଗ୍ରହଣୀୟ ହୋଇଛନ୍ତି।

• CM ତାଙ୍କ ଉପରେ ଭରସା କରି ଗୁରୁଦାୟିତ୍ଵ ଦେଇଛନ୍ତି।


error: Content is protected !!