ପାରାଦ୍ଵୀପ ବନ୍ଦରକୁ ଆସୁଛି ସମୁଦ୍ର କୌସ୍ତୁଭ


• ଇଞ୍ଜିନରେ ରଶି ଗୁଡେଇ ହୋଇ ଯିବାରୁ ସମୁଦ୍ର ମଝିରେ ଫସିଯାଇଥିଲା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ।

• ଏବେ ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ଅଛି।

• ଫଳରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ଜାହାଜଟି ଦିଶାହୀନ ହୋଇ ଭାସୁଥିଲା।


error: Content is protected !!