ଦାଣ୍ଡିଆ ନାଇଟରେ ବି ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍


ଦାଣ୍ଡିଆ ନାଇଟରେ ବି ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’।ଏହି ଗୀତର ତାଳେ ତାଳେ ନାଚିଛନ୍ତି ଖୋଦ୍ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ମେୟର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ବିଜୟା ଦଶମୀ ଅବସରରେ ବ୍ରହ୍ମପୁରରେ ଆୟୋଜିତ ଦାଣ୍ଡିଆ ରାସ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମେୟର ସଂଘମିତ୍ରା ଦଳେଇ।


error: Content is protected !!