ଦୁଇଟି ଘର ଉପରେ ମାଡ଼ିଗଲା ଡମ୍ପର ବ୍ୟାପକ କ୍ଷୟକ୍ଷତି


ବାଲେଶ୍ଵର:(ଭଗବାନ ପଣ୍ଡା):- ଦୁଇଟି ଘର ଉପରେ ମାଡ଼ିଗଲା ଡମ୍ପର ବ୍ୟାପକ କ୍ଷୟକ୍ଷତି ହଁ ଆଜ୍ଞା କଥା ଟି ଆଚାର୍ଯ୍ୟ ଲାଗିଲେ କିନ୍ତୁ ନିରାଟ ସତ୍ୟ ଏମିତି ଏକ ଦୁର୍ଘଟଣାରେ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଡ଼ ପୋଖରୀ ରୁ ସୋର ଅଭିମୁଖେ ଡମ୍ପର ଗାଡ଼ି ଆସୁଥିବା ସମୟରେ ଡାଲଙ୍ଗ ଗ୍ରାମରେ ରାତି 12 ଟା ସମୟରେ ଦୁଇଟି ଘର ଉପରେ ମାଡ଼ିଗଲା ଡମ୍ପର ଗାଡ଼ି ଅଳ୍ପକେ ବତିଲେ ଦୁଇ ଘର ମାଲିକ ଦୁଇଟି ଘର ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛିଏଇ ଡମ୍ପର ଗାଡ଼ି ର ନମ୍ବର ହେଉଛିଉ OD 04 H 40 20 ଘଟଣା ସ୍ଥଳରେ ଡାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲେକାଲି ରାତି 12 ଟା ସମୟରେ ଡାଲଙ୍ଗ ଗ୍ରାମରେ ଘର ମାଲିକ ଗିରିଧାରୀ ସାହୁ ଓ ଅଶୋକ କୁମାର ସାହୁ ଓ ଅଭିମନ୍ୟୁ ପଣ୍ଡା ଙ୍କର ବାଡ଼ ଓ ଗେଟ୍ ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଯାହାର ଆନୁ ମାନିକ ମୂଲ୍ୟ ପ୍ରାୟ 50 ହଜାର ଅଧିକ ହେବ ଆହୁରି ଅନେକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛିଗାଡ଼ି ମାଲିକ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଗାଡ଼ି ମାଲିକ କହିଥିଲେ ଏତେ ରାତି ହେଲାଣି ମୁଁ ଅଛି ବାଲେଶ୍ଵର ରେ ଆଜି ରାତିରେ ଯାଇ ପାରିବି ନାହିଁ କାଲି ସକାଳେ ଯାଇଁ ବୁଝା ବୁଝି କରିବି ଏ ପର୍ଯ୍ୟନ୍ତ ଆଜି ସକାଳ 11.30 ରି ହୋଇଗଲା ପରେ ବି ଗାଡ଼ି ମାଲିକ ଯେହେତୁ ଘଟଣା ସ୍ଥଳରେ ନ ପହଞ୍ଚି ଲୁଚି ବୋଲିଛନ୍ତି ଏଇ ଗାଡ଼ି ଟିକୁ ଜବତ କରି କାଗଜ ପତ୍ର ଯାଞ୍ଚ କଲେ ଏଇ ଗାଡ଼ି ର ମାଲିକ କିଏ କାହିଁକି ଘଟଣା ସ୍ଥଳରେ ପହଞ୍ଚି ପାଇଁ ଚେଷ୍ଟା କରୁନାହାନ୍ତି ଏଇ ଗାଡ଼ି ର ମାଲିକଯାହା ଫଳରେ ଏଇ ରାସ୍ତା ର ଯାତାୟତ ସହାୟତା ଜରୁରୀ କାଳୀନ ଯାନ ବାହାନ ଗାଡ଼ି ଯିବା ଆସିବାରେ ବାଧାବିଘ୍ନ ସୃଷ୍ଟି ହୋଇଛି ଦେଖି ବାକୁ ମିଳିଛିତାହା ଦେଖିବାକୁ ବାକି ରହିଲା କେବେ କେତେ ବେଳେ ଏଇ ଡମ୍ପର ଗାଡ଼ି ଟିକୁ ଉଦ୍ଧାର କରୁଛନ୍ତି।


error: Content is protected !!