ରୌପ୍ୟ ପକ୍କା କଲେ ପ୍ରମୋଦ ଭଗତ


• ପାରା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ପକ୍କା କଲେ ପ୍ରମୋଦ ଭଗତ।

• ବ୍ୟାଡମିଣ୍ଟନର ସିଙ୍ଗିଲ୍‌ସରେ ରୌପ୍ୟ ପକ୍କା କଲେ ପ୍ରମୋଦ ଭଗତ।

• ସେମିରେ ଥାଇଲାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ହରାଇଲେ।


error: Content is protected !!