ଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି


• ଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି।

• ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ।

• ଦଳ ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ।

• ପୂଜା ମଣ୍ଡପରେ ସଭାପତିଙ୍କ ସହ ଦେଖାଦେଲା।

• ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖାସାକ୍ଷାତ ହେଲା।


error: Content is protected !!