ଡଙ୍ଗା ଚାଳକଙ୍କ ମୃତଦେହ ଉଦ୍ଧାର


• ଚିଲିକାରୁ ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ।

• ଗତକାଲି ଡଙ୍ଗାରୁ ପଡ଼ି ନିଖୋଜ ହୋଇଥିଲେ ଡଙ୍ଗାଚାଳକ।

• ୫ ପର୍ଯ୍ୟଟକଙ୍କୁ ନେଇ ମଗରମୁଖ ଯାଉଥିବା ବେଳେ ପଡ଼ିଯାଇଥିଲେ।

• ଡଙ୍ଗା ସହ ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।


error: Content is protected !!