ଭଷାଣି ବେଳେ ଉତ୍ତେଜନା


• ଦୁର୍ଗାମେଢ଼ ଭଷାଣି ବେଳେ ଉତ୍ତେଜନା।

• ସିନେମା ଛକରେ ଭଷାଣି ବେଳେ ବକ୍ସ ବନ୍ଦକୁ ନେଇ ଉତ୍ତେଜନା ପୋଲିସ ଉପରକୁ ଟେକା ପଥର ମାଡ଼।

• SP ସାଗରିକା ନାଥଙ୍କ PS ଓ ଅନ୍ୟଜଣେ ପୋଲିସ ଆହତ ଘଟଣାରେ ଅନ୍ୟ ୪ ଜଣ ଯୁବକ ମଧ୍ୟ ଆହତ।

• ଉତ୍ତେଜନା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ।


error: Content is protected !!