ବିଦାୟୀ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଦେଲେ ଧର୍ମେନ୍ଦ୍ର


ଓଡ଼ିଶା ଛାଡ଼ିଲେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ଭୁବନେଶ୍ବର ବିମାନ ବନ୍ଦରରେ ବିଦାୟ ସମର୍ଦ୍ଧନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡ଼ିଶା ଛାଡ଼ିବା ସମୟରେ ପ୍ରଫେସର ଗଣେଶୀ ଲାଲଙ୍କ ପ୍ରତିକ୍ରିୟା , ଓଡ଼ିଶାକୁ ଭୁଲିପାରିବିନି , ଓଡ଼ିଶା ମାଟିରେ କାମ କରିଥିବାରୁ ମୁଁ କୃତଜ୍ଞ।


error: Content is protected !!