ଇସ୍ରାଏଲ୍‌ ଆକ୍ରମଣରେ ପ୍ରାୟ ୭୦୦୦ ଲୋକଙ୍କର ମୃତ୍ୟୁ


ଗାଜା ଷ୍ଟ୍ରିପ୍‌ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ‘ଗ୍ୟାରେଣ୍ଟି’ ଦେଇ ପାରିବୁ ନାହିଁ ବୋଲି ଇସ୍ରାଏଲ୍‌ ସେନା ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଓ ‘ଏଜେନ୍‌ସି ଫ୍ରାନ୍‌ସ୍‌ ପ୍ରେସି’ଙ୍କୁ କହିଛି। ହମାସ୍‌ ସଙ୍ଗଠନଦ୍ବାରା ପରିଚାଳିତ ପାଲେଷ୍ଟିନୀୟ ଅଞ୍ଚଳ ଗାଜାରେ ଅକ୍ଟୋବର ୭ ତାରିଖରୁ ବୋମା ବୃଷ୍ଟି ଚାଲିଛି। ଇସ୍ରାଏଲ୍‌ ଆକ୍ରମଣରେ ପ୍ରାୟ ୭୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।


error: Content is protected !!