ହମାସ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଆଖପାଖର ଘରଦ୍ବାର ନଷ୍ଟ କରିପାରେ


ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ , ହମାସ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଆଖପାଖର ଘରଦ୍ବାର ନଷ୍ଟ କରିପାରେ। ଲକ୍ଷ୍ୟଭ୍ରଷ୍ଟ ହୋଇ ହମାସ୍‌ ରକେଟ୍‌ ମଧ୍ୟ ଗାଜାରେ ସାଧାରଣ ଜନତାଙ୍କ ମୃତ୍ୟୁର କାରଣ ‌ହୋଇପାରେ। ଏଭଳି ପରିସ୍ଥିତିରେ ଆମେ ଆପଣମାନଙ୍କ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ‘ଗ୍ୟାରେଣ୍ଟି’ ଦେଇ ପାରିବୁ ନାହିଁ। ତେଣୁ , ସେମାନଙ୍କ ସୁରକ୍ଷା ପ୍ରତି ଆପଣମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।


error: Content is protected !!