ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ


• ଦୁର୍ଘଟଣାରେ ଟ୍ରକରେ ଥିବା ୨୫ରୁ ଉର୍ଦ୍ଧ୍ବ ଗୋରୁ ମୃତ।

• ମୟୂରଭଞ୍ଜ: ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା।

• ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସର ତଦନ୍ତ।

• ଗୋରୁ ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଯାଉଥିଲା।


error: Content is protected !!