ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି


ମହାନ୍ ସ୍ବାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ, ଭାରତ ରତ୍ନ, ଲୌହ ମାନବ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ୫୬୨ଟି ଗଡ଼ଜାତ ରାଜ୍ୟକୁ ଭାରତ ସହ ମିଶ୍ରଣ କରିବାରେ, ତାଙ୍କର ମହତ ଯୋଗଦାନକୁ ମନେ ପକାଇ, ଆଜି ପାଳନ ହେଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐ଭାରତକୁ ଏକ ସ୍ବତନ୍ତ୍ର ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ତାଙ୍କର ଭୂମିକା ଚିରସ୍ମରଣୀୟ ହୋଇ ରହିବ।🙏*


error: Content is protected !!