ସେପଟେ ପ୍ରତାପଙ୍କ ଆବେଦନ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଆବେଦନ


ସେପଟେ ପ୍ରତାପଙ୍କ ଆବେଦନ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଆବେଦନ କରିଛନ୍ତି । ଅପରାହ୍ନ ୨ଟାରେ ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ହେବ । ପ୍ରତାପଙ୍କ ବିରୋଧରେ ୩୦୨, ୫୦୬, ୧୨୦B ଭଳି ସଂଗୀନ ଦଫା ଲାଗିଛି। ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ପ୍ରତାପ ଏକ ଅଭିଯୁକ୍ତ ଅଟନ୍ତି।


error: Content is protected !!