ATMରେ ଟଙ୍କା ଡିପୋଜିଟ ନାଁରେ ୪୫ ଲକ୍ଷ ହଡ଼ପ


• ବ୍ରହ୍ମପୁର: ATMରେ ଟଙ୍କା ଡିପୋଜିଟ ନାଁରେ ୪୫ ଲକ୍ଷ ହଡ଼ପ।

• CMS ଇନଫୋ ସିଷ୍ଟମ୍‌ର କ୍ୟାସ ଡିପୋଜିଟର୍ ଦୀପକ ପାଢ଼ୀ ଗିରଫ।

• ବିଭିନ୍ନ ବ୍ୟାଙ୍କ ATMରେ ଟଙ୍କା ଡିପୋଜିଟ ପାଇଁ ଟଙ୍କା ଦେଉଥିଲା କମ୍ପାନୀ।

• ଟଙ୍କା ଡିପୋଜିଟ ନକରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ସୂଚନା।

• ଅଡିଟ ବେଳେ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଲା।


error: Content is protected !!