ନ୍ୟୁଜିଲାଣ୍ଡ ଆଗରେ ବିଶାଳ ୩୫୮ ରନର ଟାର୍ଗେଟ୍


ଖେଳ ଖବର-ନ୍ୟୁଜିଲାଣ୍ଡ ଆଗରେ ବିଶାଳ ୩୫୮ ରନର ଟାର୍ଗେଟ୍। ଆଜିର ବିଶ୍ବକପ ମ୍ୟାଚରେ ମୁହାଁମୁହି ହୋଇଛନ୍ତି ଦୁଇ ଶକ୍ତିଶାଳୀ ଟିମ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୩୫୮ରନର ଟାର୍ଗେଟ ଦେଇଛି।


error: Content is protected !!