ଫେରିଲାଣି ୯୭ ପ୍ରତିଶତ ୨ ହଜାର ନୋଟ୍‌


• ଫେରିଲାଣି ୯୭ ପ୍ରତିଶତ ୨ ହଜାର ନୋଟ୍‌।

• ପ୍ରାୟ ୯୭ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଲାଣି।

• ୨ ହଜାର ଟଙ୍କିଆ ନୋଟ୍‌ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା।

• ୯୭% ଆସିଗଲାଣି, ଆଉ ୩ ପ୍ରତିଶତ ଆସିବାକୁ ବାକି।

• ୩% ହିସାବରେ ଆଉ ୧୦ ହଜାର କୋଟି ଟଙ୍କା ଆସିବା ବାକି।


error: Content is protected !!