ଲଳିତଗିରି ପଞ୍ଚାୟତ ମାଣିତ୍ରି ଠାରେ RD କେନାଲ ରୋଡର ଶୋଚନୀୟ ଅବସ୍ଥା


ମାହାଙ୍ଗା ବ୍ଲକ ମୋଗଲପାଟଣା ରୁ ହରିଭକ୍ତପୁର ଲଳିତଗିରି ପଞ୍ଚାୟତ ମାଣିତ୍ରି ଠାରେ RD କେନାଲ ରୋଡର ଶୋଚନୀୟ ଅବସ୍ଥା, ଏହା ଦର୍ଶାଉଛି ଯେ ସରକାର ଲୋକମାନଙ୍କ ଯାତାୟତ ପାଇଁ କୋଟି କୋଟି ଅର୍ଥ ବ୍ୟୟ ବରାଦ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାର ଭିତରେ କିପରି ଚାଲିଛି ମଧୁଚନ୍ଦ୍ରିକା,ଯାହାର ଏହା ହେଉଛି ଜ୍ୱଳନ୍ତ ଉଦାହରଣ,କାର୍ଯ୍ୟ ସମୟରେ କେତେ ଦୁର୍ନୀତି ହୋଇଛି ତାହା ଏହି ଦୃଶ୍ୟ ବୟାନ କରୁଛି,ଏଭଳି କିଛି ଲୋକଙ୍କ ପାଇଁ ସରକାର ବଦନାମ୍ ହେଉଛନ୍ତି,ଏଣୁ ଏହି ଘଟଣା ପାଇଁ ଏହି କାର୍ଯ୍ୟରେ ଲିପ୍ତ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି*


error: Content is protected !!