ମାହାଙ୍ଗା ଡବଲ ମର୍ଡର ମାମଲା


ମାହାଙ୍ଗା ଡବଲ ମର୍ଡର ମାମଲା। ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ ସାମୟିକ ଆଶ୍ଵସ୍ତି। ଘଟଣା ରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍ ଲଗାଇଛନ୍ତି। ଏନେଇ ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ। ଆସନ୍ତା ଡ଼ିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ଦିଆଯାଇଛି।


error: Content is protected !!