ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ


• ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ।

• ଲଭ ସେକ୍ସ ଧୋକା ଅଭିଯୋଗରେ ଗିରଫ।

• ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ।

• ଭଦ୍ରକର ଜଣେ ଯୁବତୀଙ୍କୁ ଭଲ ପାଇ ଠକିଥିଲେ।

• ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଗିରଫ।

• ଯାଜପୁରରୁ ଦେବେଶକୁ ଗିରଫ କଲା ପୋଲିସ।


error: Content is protected !!