ଅସ୍ତ୍ର ବିରତି ପାଇଁ ଅପିଲ୍


• ଅସ୍ତ୍ର ବିରତି ପାଇଁ ଅପିଲ୍।

• ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଲାଣି ୪ ସପ୍ତାହ।

• ସାଧାରଣ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରବିରତି ପାଇଁ ଅପିଲ୍।

• ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ଆରବ ନେତାଙ୍କ ଅପିଲ୍।

• ଯୁଦ୍ଧରେ ଏଯାବତ୍ ୯ ହଜାର ପାଲେଷ୍ଟାଇନ୍‌ଙ୍କ ଜୀବନ ଗଲାଣି।


error: Content is protected !!