ଅଫିସ କ୍ବାର୍ଟର ଓ ପୈତୃକ ଘର ସହ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି


ଅଫିସ , କ୍ବାର୍ଟର ଓ ପୈତୃକ ଘର ସହ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି। ଭୁବନେଶ୍ବରର ଖଣ୍ଡଗିରି ବିହାର ସ୍ଥିତ ଘର , କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ସଦନନ୍ଦପୁର ଓ ବଳରାମପୁର ଘର , ସାଲେପୁରର ସରକାରୀ କ୍ବାର୍ଟର ସହ ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଚଢାଉରେ ୮ ଡିଏସପିଙ୍କ ନେତୃତ୍ବରେ ୮ ଇନ୍ସପେକ୍ଟର , ୭ ଏଏସଆଇ ସାମିଲ ଅଛନ୍ତି।


error: Content is protected !!