ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଟ୍ରକ


କେନ୍ଦୁଝର NH-୪୯ ତୁରୁମୁଙ୍ଗା ନିକଟରେ ଦୁର୍ଘଟଣା।ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ଗୁରୁତର। ଦୁର୍ଘଟଣା ପରେ ଏକ ଘଣ୍ଟା ଧରି ଚାପି ହୋଇଥିଲେ ଡ୍ରାଇଭର। ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ମେଡିକାଲରେ ଭର୍ତ୍ତି।


error: Content is protected !!