୫ କୋଟି ଟଙ୍କା ଜବତ


• ଛତିଶଗଡ଼ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ।

• ରାୟପୁର ଭିଲାଇ ସହରରୁ ୪.୯୨ କୋଟି ଟଙ୍କା ଜବତ।

• ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଟଙ୍କା ଜବତ।

• ନପର୍ବାଚନରେ ବ୍ୟବହାର ଲାଗି ୟୁଏଇରୁ ଆସିଥିଲା ଟଙ୍କା।

• ଟଙ୍କା ପଠାଇଥିଲା ମହାଦେବ ଆପ୍ ର ଜଣେ ପ୍ରମୋଟର।


error: Content is protected !!